ଘାସ କାଟୁଛନ୍ତି ପନ୍ତ

କଟକ / ଅଷ୍ଟିନ୍ ନ୍ୟୁଜ ତା – ୧୪-୦୫-୨୦୨୧ ଚାଳିତ ବର୍ଷ ଇଣ୍ଡିଆନ୍ ପ୍ରିମିଅର ଲିଗ କୁ କରୋନା ମହାମାରୀ ଯୋଗୁ୍ ଅଧାରୁ ବାତିଲ କରାଯାଇଛି। ଏହା ଖେଳାଳି ମାନଙ୍କୁ ଆଣିଦେଇଛି ନିଜ ପରିବାର ସହ ସମୟ କାଟିବାର ଏକ ସୁବର୍ଣ୍ଣ ସୁଯୋଗ। ଆଇ. ପି. ଏଲ୍. ସ୍ଥଗିତ ରହିବା କାରଣରୁ ରିଷଭ ପନ୍ତ ଏବେ ତାଙ୍କର ଦିଲ୍ଲୀ ରେ ଥିବା ବାସ ଭବନ ରେ ସାଙ୍ଗରୋଧ ରେ ରହିଛନ୍ତି। କିନ୍ତୁ ଆଗାମୀ ଟେଷ୍ଟ ମ୍ୟାଚ ପାଇଁ … Continue reading ଘାସ କାଟୁଛନ୍ତି ପନ୍ତ